ରାଜଧାନୀ ହେବ ଅତ୍ୟାଧୁନିକ ଲ୍ୟାବ୍‌ ହବ୍‌

ଅନ୍ଧାରୁଆରେ ପ୍ରତିଷ୍ଠା ହେବ ଏନ୍‌ସିଡିସିର ଲ୍ୟାବ୍‌, ଜମି ଚିହ୍ନଟ ଭୁବନେଶ୍ବର : ଆଉ କିଛି ବର୍ଷ ପରେ ଓଡ଼ିଶା ଅତ୍ୟାଧୁନିକ ଲ୍ୟାବ୍‌ର ହବ୍‌ ପାଲଟିଯିବ। ପୂର୍ବରୁ ଆର୍‌ଏମ୍‌ଆର୍‌ସି ଥିବା ବେଳେ ନିକଟରେ କ୍ୟାପିଟାଲ ହସ୍ପିଟାଲରେ ରାଜ୍ୟସ୍ତରୀୟ ଲ୍ୟାବ୍ ପାଇଁ ସରକାରୀ ଅନୁମୋଦନ ମିଳିଛି। ଆଗକୁ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ବା ଏନ୍‌ସିଡିସିର ଏକ ଶାଖା ଲ୍ୟାବ୍ ଭୁବନେଶ୍ବରରେ ପ୍ରତିଷ୍ଠା ହେବାକୁ ଯାଉଛି। ଏଥିପାଇଁ ଅନ୍ଧାରୁଆରେ ଜାଗା ଚିହ୍ନଟ କାର୍ଯ୍ୟ … Continue reading ରାଜଧାନୀ ହେବ ଅତ୍ୟାଧୁନିକ ଲ୍ୟାବ୍‌ ହବ୍‌